29.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଆମେରିକୀୟ ସେନାକୁ ଟାର୍ଗେଟ୍: ୩ ମୃତ

ଆମେରିକୀୟ ସେନାକୁ ଟାର୍ଗେଟ୍: ୩ ମୃତ

ନୂଆଦିଲ୍ଲୀ: ଜୋର୍ଡାନରେ ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ୍ କରାଯାଇଛି। ଡ୍ରୋନ୍ ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ସିରିଆ ସୀମା ନିକଟ ଉତ୍ତରପୂର୍ବ ଜୋର୍ଡାନରେ ଏହି ଆକ୍ରମଣ ହୋଇଛି। ଦୀର୍ଘ ଦିନ ପରେ ମଧ୍ୟ ପ୍ରାଚ୍ୟ ଦେଶରେ ଆମେରିକୀୟ ସେନା ମାନଙ୍କୁ ଟାର୍ଗେଟ କରାଯାଇଛି।

ସେପଟେ ଏହି ଆକ୍ରମଣ ପାଇଁ ଆମେରିକା ଇରାନକୁ ଦାୟୀ କରିଛି। ଇରାନ୍ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିଥିବା ଆମେରିକା କହିଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଘଟଣାକୁ ନିନ୍ଦା କରିବା ସହ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking