26.1 C
Bhubaneswar
Wednesday, October 23, 2024
Homeଓଡିଶାକଣ୍ଟାବୁଦାରୁ ନବଜାତର ଶିଶୁର ମୃତଦେହ ଉଦ୍ଧାର

କଣ୍ଟାବୁଦାରୁ ନବଜାତର ଶିଶୁର ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମଞ୍ଚେଶ୍ୱର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥକଡ଼ର ଏକ କଣ୍ଟାବୁଦାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଶିଶୁଟି ଜନ୍ମ ହେବା ପରେ ତାକୁ କେହି ଫିଙ୍ଗି ଦେଇଥିବା ଜଣାପଡ଼ିଛି । ସୂଚନା ମୁତାବକ ରସୁଲଗଡ଼ ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥର ଏକ କଣ୍ଟାବୁଦାରେ କିଏ ଜଣେ ଶିଶୁଟିକୁ ଅଖାରେ ଭର୍ତ୍ତି କରି ଫୋପାଡି ଦେଇଥିବା ବେଳେ ସେହି ରାସ୍ତାଦେଇ ଯାଉଥିବା ଜଣେ ଲୋକ ଦେଖିଥିଲେ । ଏବାଦରେ ସେ ଅନ୍ୟମାନଙ୍କୁ କହିବାରୁ ଘଟଣାସ୍ଥଳରେ ଲୋକଙ୍କର ଭିଡ଼ ଲାଗିଥିଲା । ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଖାବସ୍ତା ଭିତରୁ ମୃତ ଶିଶୁକୁ ଉଦ୍ଧାର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking