25.1 C
Bhubaneswar
Sunday, October 20, 2024
Homeଓଡିଶାନୂଆ-ଓ କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ଭ୍ରମିତ କରାଯାଉଛି : ବିଜେପି

ନୂଆ-ଓ କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ଭ୍ରମିତ କରାଯାଉଛି : ବିଜେପି

ଭୁବନେଶ୍ୱର : ନୂଆ-ଓ କୁ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳଙ୍କ ସମାଲୋଚନା । ନୂଆ-ଓ କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ଭ୍ରମିତ କରାଯାଉଛି । ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ନ ହେଲେ ମାର୍କ କାଟ୍ ଧମକ ଦିଆଯାଉଛି । ପିଲାମାନଙ୍କ ଆଗ୍ରହ ନାହିଁ, ବାଧ୍ୟ କରିବାକୁ କିଏ ଅଧିକାର ଦେଲା । ଏଫ୍‌ଏମ୍ ଓ ଜିଏମ୍ ବିଶ୍ୱବିଦ୍ୟାଳୟରେ ନୂଆ-ଓ ପାଇଁ ପରୀକ୍ଷା ବାତିଲ ହେଲା । ରାଜ୍ୟ ସରକାରଙ୍କ ପାଇଁ ପିଲାଙ୍କ ପରୀକ୍ଷା ଆଗ ନା ନାଚ ଗୀତ ଆଗ ।

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୨ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking