32.1 C
Bhubaneswar
Friday, September 20, 2024
Homeଓଡିଶାଅଡୁଆ ବଢାଇଲେ ଅଧୀରାଜ !

ଅଡୁଆ ବଢାଇଲେ ଅଧୀରାଜ !

ଭୁବନେଶ୍ୱର : ଲୋକାର୍ପଣ ଉତ୍ସବକୁ ଯାଇ କଂଗ୍ରେସକୁ ଅଡୁଆରେ ପକାଇଲେ ଅଧୀରାଜ । ବିଧାୟକ ଅଧୀରାଜ ପାଣିଗ୍ରାହୀ ଉତ୍ସବକୁ ଯିବା ପରେ ଦଳରେ ଅସନ୍ତୋଷ । ଉତ୍ସବରେ ଯୋଗଦେବା ସହ ପ୍ରକଳ୍ପକୁ ପ୍ରଶଂସା କରିଥିଲେ ଅଧୀରାଜ । ଅଧୀରାଜ ଏଭଳି କହିବା ଠିକ୍ ହୋଇନି କହିଲେ ସୁର ରାଉତରାୟ । ଖବର ପିସିସି ସଭାପତି ଓ ପ୍ରଭରୀ ଜାଣିଲେଣି; ସେମାନେ ନିଷ୍ପତ୍ତି ନେବେ । ସେଠାକୁ ନଜିବା ପାଇଁ ଦଳ ତରଫରୁ କୁହାଯାଇନଥିଲା କହିଲେ ଅଧୀରାଜ । ନଜିବା ପାଇଁ କୁହାଯାଇନି କି ପ୍ରକଳ୍ପକୁ ବିରୋଧ ପାଇଁ ବି ଦଳ କହିନି । ଲୋକାର୍ପରେ ଯୋଗଦେଇ ଦଳୀୟ ଶୃଙ୍ଖଳା ଭଙ୍ଗ କରିନି ବୋଲି କହିଲେ ଅଧୀରାଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking