28.1 C
Bhubaneswar
Monday, October 21, 2024
Homeଓଡିଶାଆତ୍ମହତ୍ୟା ଉଦ୍ୟମ ପାଇଁ ୮ ବର୍ଷ ଜେଲ ଦଣ୍ଡାଦେଶ

ଆତ୍ମହତ୍ୟା ଉଦ୍ୟମ ପାଇଁ ୮ ବର୍ଷ ଜେଲ ଦଣ୍ଡାଦେଶ

ବାଲିଗୁଡା : ଆତ୍ମହତ୍ୟା ଉଦ୍ୟମ ପାଇଁ ୮ ବର୍ଷ ଜେଲ ଦଣ୍ଡାଦେଶ । ନିଜ ପୁଅ, ଝିଅକୁ କୂଅକୁ ଠେଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା । ୮ ବର୍ଷ ଜେଲ ଦଣ୍ଡାଦେଶ ସହ ୨ ହଜାର ଜରିମାନ ନିର୍ଦ୍ଦେଶ । ଦୋଷୀ ସାବ୍ୟସ୍ତ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶ । ସ୍ୱାମୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୨୦ ହଜାର ଜରିମାନ । ପତ୍ନୀଙ୍କୁ ନିର୍ଯାତନା ଓ ଆତ୍ମହତ୍ୟା ପାଇଁ ଉସୁକାଉଥିଲେ । ଘଟଣାରେ ଛୋଟ ପୁଅ,ଝିଅଙ୍କୁ ମୃତ୍ୟୁ ହୋଇଥିଲା । ୨୦୨୧ ରାଇକିଆ ଥାନା ଅଞ୍ଚଳର ଘଟଣାକୁ ନେଇ କୋର୍ଟ ରାୟ ।

ବିବାହ ବନ୍ଧନରେ ବାନ୍ଧି ହେବେ ଟେଲିଭିଜନ ଅଭିନେତ୍ରୀ ସୁରଭି ଚନ୍ଦନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking