26.1 C
Bhubaneswar
Tuesday, October 22, 2024
Homeବଲିଉଡବିବାହ ବନ୍ଧନରେ ବାନ୍ଧି ହେବେ ଟେଲିଭିଜନ ଅଭିନେତ୍ରୀ ସୁରଭି ଚନ୍ଦନା

ବିବାହ ବନ୍ଧନରେ ବାନ୍ଧି ହେବେ ଟେଲିଭିଜନ ଅଭିନେତ୍ରୀ ସୁରଭି ଚନ୍ଦନା

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେବେ ଟେଲିଭିଜନ ଅଭିନେତ୍ରୀ ସୁରଭି ଚନ୍ଦନା । ସେ ତାଙ୍କର ଦୀର୍ଘ ବର୍ଷର ବୟଫ୍ରେଣ୍ଡ କରଣ ଶର୍ମାଙ୍କୁ ବାହା ହେବେ। ସୋଶାଲ ମିଡିଆରେ ଦୁଇଟି ଫଟୋ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି। ଏହି ଫଟୋରେ ତାଙ୍କ ବୟଫ୍ରେଣ୍ଡ କରଣ ମଧ୍ୟ ଅଛନ୍ତି। ତେବେ ବାହାଘର ତାରିଖ ଘୋଷଣା କରି ନାହାନ୍ତି। ପୂର୍ବରୁ ସୁରଭି ତାଙ୍କ ରିଲେସନଶିପ୍‌କୁ ନେଇ ମୁହଁ ଖୋଲୁ ନଥିଲେ। କରଣ ବି ଚୁପ୍ ରହୁଥିଲା। ତେବେ ପରେ ପରେ ଉଭୟ ସୋଶାଲ ମିଡିଆରେ ଫଟୋ ଶେଆର କଲେ। ସେହି ଫଟୋଗୁଡ଼ିକରେ ଉଭୟଙ୍କୁ ଦେଖିବାକୁ ମିଳୁଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking