24.1 C
Bhubaneswar
Sunday, October 20, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ବୈବାହିକ ସମସ୍ୟା ଦୂରୀଭୂତ ହେବ । ନୂତନ ଅଭିଜ୍ଞତା ପାଇପାରନ୍ତି । ଆଶଙ୍କାରେ ଦିନ କଟିବ । ଅଶାନ୍ତି ପରିବଶେ ବ୍ୟାପକ ହେବ । ମହିଳାମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବେ ।

ବୃଷ : ବିଭିନ୍ନ କାରଣରୁ ବ୍ୟଥିତ ହେବେ । ସ୍ୱାସ୍ଥ୍ୟ ଚିନ୍ତାଜନକ ହେବ । ଦକ୍ଷତା ଉପଯୋଗକରିବେ । କାର୍ଯ୍ୟରେ ଅସଙ୍ଗତ ଦେଖାଦେବ । ଯୋଗା ଯୋଗରୁ ସଫଳତା ମିଳିବ । ଚିନ୍ତାରୁ ମୁକ୍ତି ପାଇବେ ।

ମିଥୁନ : ଆଜି ବହୁଦନିନର ଆଲୋଚନାରୁ ଉପକୃତ ହେବେ । ମାନସିକ ଦ୍ୱନ୍ଦ ଅନୁଭବ କରିବେ । ପରିସ୍ଥିତି ପ୍ରତି ସଜାଗ ରହିବେ । ପାରିବାରିକ ଦ୍ୱନ୍ଦର ସମାଧାନ ହେବ । ମାନସିକ ଅଶାନ୍ତି ଲାଗି ରହିବ । ପତାମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ ।

କର୍କଟ : ଅଯଥା କାର୍ଯ୍ୟରେ ମନ ଦେଇ କଷ୍ଟ ପାଇବେ । ବ୍ୟବସାୟରେ ଉନ୍ନତି ଦେଖାଦେବ । ଭାତୃବିବାଦ ଲାଗି ରହିବ । ମାନସିକ ଭାରସାମ୍ୟ ହରାଇବେ । ଦାୟିତ୍ୱରେ ପରିବର୍ତନ ଘଟିବ । ଅଟକିଥିବା ଅର୍ଥ ମିଳିପାରେ । ମାନସିକ ଦ୍ୱନ୍ଦ ଅନୁଭବ କରିବେ ।

ସିଂହ : ନୂତନ କର୍ମରେ ଯୋଗ ଦେବେ । ଆର୍ଥିକ ପରିସ୍ଥିତି ଜଟିଳ ହେବ । କର୍ତୃପକ୍ଷଙ୍କ ସହ ମତାନ୍ତର ଘଟିପାରେ । କାର୍ଯ୍ୟରେ ଉନ୍ନତି କରିବେ । ଯୋଗା ଯୋଗର ଅଗ୍ରଗତି ହେବ । ଧନପ୍ରାପ୍ତି ହେବ । ବ୍ୟକ୍ତିଗତ ଦୁର୍ବଳତା ହେତୁ ଅସୁବିଧାରେ ପଡ଼ିବେ ।

କନ୍ୟା : ଆଜି ବନ୍ଧୁ ସହଯୋଗ ମିଳିବ । ଶାରୀରିକ ଆଘାତ ପାଇପାରନ୍ତି । ମିତ୍ରଲାଭ ଅଛି । ଚୋର ଭୟ ରହିଛି । ଆୟ ବୃଦ୍ଧି ପାଇଁ ଯୋଜନା କରିବେ । ଦେହ ଭଲ ରହିବ ।

ତୁଳା :କାର୍ଯ୍ୟରେ ବିଶୃଙ୍ଖଳା ଘଟିବ । ଧାତୁ ପଦାର୍ଥ ପାଇପାରନ୍ତି । ପୈତୃକ ସମ୍ପତି ସମାଧାନ ହେବ । କାର୍ଯ୍ୟ ଶକ୍ତି ବାହାରେ ରହିବ । ଚାଷରୁ ଲାଭ ପାଇବେ । ମନ ଦୁର୍ବଳ ରହିବ ।

ବିଛା : ଆଜି ବ୍ୟବସାୟରେ ଲାଭବାନ୍ ହେବେ । ନୂତନ ସମସ୍ୟାରେ ଜଡ଼ିତ ହେବେ । ଅନ୍ୟ ଦ୍ୱାରା କାର୍ଯ୍ୟ କରିପାରନ୍ତିି । ପିଲାମାନଙ୍କ ମେଳରେ ସମୟ କଟିବ । ଦ୍ରବ୍ୟାଦି ହାନି ଘଟିପାରେ । କନିଷ୍ଟ ଲୋକଙ୍କ ସହାୟତା ପାଇବେ । ଶରୀର କ୍ଳେଶ ଅନୁଭବ କରିବେ ।

ଧନୁ : ଉନ୍ନତି ପାଇଁ ଚେଷ୍ଟା କରିବେ । ପରିସ୍ଥିତି ଆୟତାଧିନ ରହିବ । ଅଚାନକ କଳହରେ ପଡ଼ିପାରନ୍ତି । ମାନସିକ ଶାନ୍ତି ହରାଇପାରନ୍ତି । ପରିବଶେ ଭୟ ହେବ । ଯାତ୍ରାରେ ଖର୍ଚ୍ଚ ବଢ଼ିବ । ଲକ୍ଷ ପାଇଁ ଯୋଜନା କରିବେ ।

ମକର : ଆର୍ଥିକ ସମସ୍ୟାରେ ପଡ଼ିପାରନ୍ତି । ଆକସ୍ମିକ ବ୍ୟୟଭାର ବଢ଼ିବ । କର୍ତୃପକ୍ଷଙ୍କ ସମସ୍ୟାକୁ ସମାଧାନ କରି କାର୍ଯ୍ୟ କରିବେ ।

କୁମ୍ଭ : କାର୍ଯ୍ୟ ସଫଳ ହେବ । ଉତ୍ସାହର ସହିତ କାର୍ଯ୍ୟ କରିବେ । ମାନସିକ କଷ୍ଟ ବଢ଼ିବ । ବିଚାର କରି କାର୍ଯ୍ୟ କରିବେ । ଧନ ବିନିଯୋଗ କରିପାରନ୍ତି । ନିଜକୁ ଅବହେଳିତ ମନକରିବେ । ପର ପାଇଁ କଷ୍ଟ ପାଇବେ ।

ମୀନ : ଆଜି ଅର୍ଥ ଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ଅଶାନ୍ତି ଲାଗି ରହିବ । କାର୍ଯ୍ୟ ଆଗେଇ ନେଇ ପାରନ୍ତି । ଆତ୍ମ ବିଶ୍ୱାସ ବଢ଼ିବ । କର୍ତୃପକ୍ଷଙ୍କ ନିକଟତର ହେବେ । ଶାରୀରିକ କଷ୍ଟ ଭୋଗିବେ । କାର୍ଯ୍ୟ ସଫଳ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking