18.1 C
Bhubaneswar
Sunday, November 17, 2024
Homeଓଡିଶାମୋବାଇଲ୍‌ ପାଇଁ ବାପା-ମା’ଙ୍କୁ ହାଣିଦେଲା ଝିଅ

ମୋବାଇଲ୍‌ ପାଇଁ ବାପା-ମା’ଙ୍କୁ ହାଣିଦେଲା ଝିଅ

ଭୁବନେଶ୍ୱର:  ମୋବାଇଲ୍‌ ପାଇଁ ହେଲା ମହାଭାରତ । ବାପା-ମା’ଙ୍କୁ ହାଣିଲା ଝିଅ । ଖାଇବାବେଳେ ମୋବାଇଲ୍‌ ବ୍ୟବହାର କରିବାକୁ ମନାକରିବାକୁ ଏପରି କାଣ୍ଡ ହୋଇଛି । ଜନ୍ମଦାତା ବାପା-ମା’ଙ୍କୁ ପନିକିରେ ହାଣିଛି ଝିଅ । ଆହୁରି ଜାଣି ଆଶ୍ଚର୍ଯ୍ୟ ହେବେ ଏପରି କାଣ୍ଡ ଭିଆଇଥିବା ଝିଅ ଜଣକ ନାବାଳିକା ନୁହେଁ କି ଅବିବାହିତ ମଧ୍ୟ ନୁହେଁ । ଜଣେ ବିବାହିତ ଝିଅ ଏପରି କାଣ୍ଡ କରିଛି ।

ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ଘଟିଛି । ବାପା-ମା’ଙ୍କୁ ପନିକିରେ ହାଣି ରକ୍ତାକ୍ତ କରିଛି ଝିଅ । ସୂଚନା ମୁତାବକ ଝିଅ କୁନି ବିବାହ କରିବା ପରେ ମଧ୍ୟ ବାପଘରେ ଆସି ରହୁଥିଲେ । ପ୍ରାୟ ସମୟ ମୋବାଲଇଲ୍‌ରେ କଥା ହେଉଥିଲେ । ହେଲେ ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା-ମାଆଙ୍କୁ ପନିକିରେ ଝିଅ କୁନି ହାଣିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking