ନୀଳଗିରି : ପେଟି ଭିତରେ ନବଜାତ ଶିଶୁ କନ୍ୟାର ମୃତଦେହ ଠାବ । ପୋଡାଶୁଳି ନିକଟ ରାସ୍ତା କଡରେମୃତଦେହ ଠାବ କଲେ ଲୋକେ । ପେଟିରେ ମୃତ ଶିଶୁ କନ୍ୟାକୁ ଦେଖି ପୋଲିସକୁ ଜଣାଇଲେ । କିଏ କାହିଁକି ଏପରି କାର୍ଯ୍ୟ କଲା ଜାଣିବାକୁ ପୋଲିସର ଛାନଭିନ୍ ।