31.1 C
Bhubaneswar
Sunday, October 20, 2024
Homeଅପରାଧ୫ ବର୍ଷର ବାଳକକୁ ପଥରରେ ଛେଚି ହତ୍ୟା

୫ ବର୍ଷର ବାଳକକୁ ପଥରରେ ଛେଚି ହତ୍ୟା

ଝରିଗାଁ : ମନ୍ଦିରରେ ପୂଜାରୀ ପୁଅକୁ ପଥରରେ ଛେଚି ନିର୍ମମ ହତ୍ୟା । ପୂଜକ ସମ୍ମୁଖରେ ୫ ବର୍ଷର ପୁଅକୁ ପଥରରେ ଛେଚି ଛେଚି ହତ୍ୟା । ଡାବୁଗାଁ ଥାନା ମଣ୍ଡରା ଗାଁ ସର୍ଗୁଲିପାହାଡରେ ଥିବା ମନ୍ଦିରରେ ହତ୍ୟା । ହତ୍ୟା ପରେ ନାବାଳକର ବାମ ଗୋଡ ଓ ଡାହାଣ ହାତ କାଟିନଲା । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଦିଲ୍ଲୀରେ ଭୂକମ୍ପ ଝଟ୍‌କା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking