32.1 C
Bhubaneswar
Monday, October 21, 2024
Homeଓଡିଶାଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଦିନ ୩ଟା ପରେ ସର୍ବସାଧାରଣ ପରିକ୍ରମା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଦିନ ୩ଟା ପରେ ସର୍ବସାଧାରଣ ପରିକ୍ରମା

ପୁରୀ : ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ମୁଖ୍ୟ ପ୍ରଶସନଙ୍କ ସୂଚନା । ପରିଚାଳନ କମିଟି ମିଟିଂ ପରେ ସୂଚନା ଦେଲେ ମୁଖ୍ୟ ପ୍ରଶାସକ । ଦିନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ୧ଟା ୩୦ରୁ ୨ଟା ମଧ୍ୟରେ ଯଜ୍ଞ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜ । ଦିନ ୨ଟାରୁ ୨ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରଦକ୍ଷଣ କରିବେ । ଦିନ ୨ଟା ୩୦ରୁ ୩ଟା ମଧ୍ୟରେ ସଭାସ୍ଥଳରେ ଛୋଟ କାର୍ଯ୍ୟକ୍ରମ । ଦିନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ନିର୍ମାଣ କାର୍ଯ୍ୟ ଆଜି ରାତି ସୁଦ୍ଧା ଶେଷ ହୋଇଯିବ ।କାଲି ସକାଳ ସୁଦ୍ଧା ଏହାକୁ ସମସ୍ତେ ହସ୍ତାନ୍ତର କରିବେ ବୋଲି କହିଲେ ମନ୍ଦିର ମୁଖ୍ୟ ପ୍ରଶାସକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking