କଟକ: ବାଲିଉଠାଣ ଉପରେ ପୁଣି ହାଇକୋର୍ଟଙ୍କ ରୋକ୍ ଲାଗିଛି । ରାଜ୍ୟକ୍ରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ଗତ ୨୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ । ଅତି ଅବଶ୍ୟକକୁ ଦୃଷ୍ଟିରେ ରଖି ଅନୁମତି ଦେଇଥିଲା ବିଭାଗ । ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଏହିଭଳି ବିଜ୍ଞପ୍ତି ଜାରି କରିଥିଲା ।