24.1 C
Bhubaneswar
Sunday, October 20, 2024
Homeଓଡିଶାସାଂସଦ ଭବେ ଲଢିବାକୁ ଚାହୁଁଛୁ : ଜୁଏଲ

ସାଂସଦ ଭବେ ଲଢିବାକୁ ଚାହୁଁଛୁ : ଜୁଏଲ

ସୁନ୍ଦରଗଡ଼ : ଶେଷ ଥର ପାଇଁ ସାଂସଦ ଭାବେ ଲଢିବାକୁ ଚାହୁଁଛି କହିଲେ ଜୁଏଲ ଓରାମ । ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଛା ପରେ ପ୍ରତିକ୍ରିୟା ଦେଲେ ଜୁଏଲ । ସାଂସଦ ଭାବେ ଲଢିବାକୁ ଚାହୁଁଛି, ବିରଧୀଙ୍କ ଚର୍ଚ୍ଛା ଫରକ ପକାଇବ ନାହିଁ । ଯଦି କେନ୍ଦ୍ର ଚାହେଁ, ତେବେ ବିଧାନସଭା ଲଢିବା ବିଷୟରେ ଚିନ୍ତା କରିବି ।

ନୟାଗଡ଼ ଏମଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking