32.1 C
Bhubaneswar
Tuesday, October 22, 2024
Homeଓଡିଶାଓଡିଶାକୁ ଭୟ ବାୟୁ ପ୍ରଦୂଷଣ

ଓଡିଶାକୁ ଭୟ ବାୟୁ ପ୍ରଦୂଷଣ

ଭୁବନେଶ୍ୱର: ବାୟୁପ୍ରଦୂଷଣରେ ଦିଲ୍ଲୀକୁ ଟପିଯାଇଛି ଅନୁଗୁଳ । ଓଡ଼ିଶାର ୫ଟି ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ଇଛଓ ୩ ଶହ ପାର କରିଛି । ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ଇଛଓ ୩୪୩ ଥିବା ବେଳେ ଅନୁଗୁଳରେ ରହିଛି ୩୫୭ । ସେହିପରି ଭୁବନେଶ୍ୱର ଓ କଟକ ମଧ୍ୟ ଏଥିରୁ ବାଦ ପଡିନି । ଭୁବନେଶ୍ୱରରେ ୩୩୪ ଏବଂ କଟକରେ ଇଛଓ ସ୍ତର ୩୩୮ ରହିଛି । ବାଲେଶ୍ୱରରେ ୩୩୮ ଏବଂ ବାରିପଦାରେ ରହିଛି ୩୨୧ ।

ଗତକାଲିର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ, ଅତି ସାଙ୍ଘାତିକ ସ୍ଥିତିରେ ଦେଶର ଅନେକ ସହର ରହିଛି । ଇଛଓ କ୍ୟାଟାଗୋରୀ ଅନୁଯାୟୀ, ବାୟୁ ପ୍ରଦୂଷଣ ମାତ୍ରା ୩୦୦ରୁ ଅଧିକ ରହିଲେ ସାଂଘାତିକ ବୋଲି ଧରାଯାଏ ।
ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା । ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ୱର, କେନ୍ଦୁଝର, ରାଇରଙ୍ଗପୁର ଭଳି ସ୍ଥାନରେ ୩ ଶହ ପାର୍ କରିଛି ଇଣ୍ଡେକ୍ସ । ୬ଟି ସହରରେ ଇଓଜ ଛଟଇଖଓଞଣ ଓଘଊଋଢ ବା ଇଛଓ ୩ ଶହ ପାର କରିଛି । ସେଥିମଧ୍ୟରୁ ବାଲେଶ୍ୱରର ସର୍ବାଧିକ ଇଛଓ ୩୩୮ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking