32.1 C
Bhubaneswar
Tuesday, October 22, 2024
Homeଓଡିଶାଦନ୍ତା ଉତ୍ପାତ, ଏସିଏଫ୍ ଅଟକ

ଦନ୍ତା ଉତ୍ପାତ, ଏସିଏଫ୍ ଅଟକ

ବଣାଇ: ୨ ଦନ୍ତାହାତୀ ଉତ୍ପାତରେ ଅତିଷ୍ଠ ଗ୍ରାମବାସୀ ପୁଣି ତାତିଲେ । ଆଜି ବି ରାସ୍ତା ଅବରୋଧ ସହ ୪ ବନ କର୍ମଚାରୀଙ୍କୁ ଅଟକ ରଖିଲେ । ବଣାଇ-ଜାଙ୍ଗଳା ରାସ୍ତାର ଜକେଇକଳା ଠାରେ ରାସ୍ତା ଅବରୋଧ ହୋଇଥିବା ଖବର ସାମ୍ନାକୁ ଆସିଛି । ଏସିଏଫ୍‌, ରେଞ୍ଜର, ଫରେଷ୍ଟର ଓ ଗାର୍ଡଙ୍କୁ ମଧ୍ୟ ଅଟକ ରଖିଲେ । ୨ ଦିନ ତଳେ ମଧ୍ୟ ରାସ୍ତା ଅବରୋଧ ୩ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ ।

ଘନ କୁହୁଡିରେ ବାଇକ୍ ଧକ୍କା: ୧ ମୃତ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking