25.1 C
Bhubaneswar
Monday, October 21, 2024
Homeଓଡିଶାକ୍ଲବରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

କ୍ଲବରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ଭୁବନେଶ୍ୱର: ଶୈଳଶ୍ରୀବିହାର କଳିଙ୍ଗ ୟୁଥ୍ କ୍ଲବରେ ଦୁର୍ବୃତ୍ତଙ୍କ ଆତଙ୍କ ହୋଇଥିବା ଖବର ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ କ୍ଲବରେ ପଶି ଜଣେ ଯୁବକଙ୍କୁ ହାଣି ପକାଇଲେ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ଜାରି ରହିଛି ।

ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ରକୁଲ-ଜ୍ୟାକି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking