27.1 C
Bhubaneswar
Monday, November 25, 2024
Homeଓଡିଶାଇ କୋର୍ଟ ବ୍ୟବସ୍ଥାରେ ଓଡିଶା ଆଗରେ ଅଛି: ମେଘୱାଲ

ଇ କୋର୍ଟ ବ୍ୟବସ୍ଥାରେ ଓଡିଶା ଆଗରେ ଅଛି: ମେଘୱାଲ

ଭୁବନେଶ୍ୱର: ହାଇକୋର୍ଟ ସ୍ଥାୟୀ ପ୍ରସଙ୍ଗରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା । ହାଇକୋଟି ସ୍ଥାୟୀ ବେଞ୍ଚର ଆବଶ୍ୟକତା ନାହିଁ କହିଲେ କେନ୍ଦ୍ରମନ୍ତ୍ରୀ । ଇ କୋର୍ଟ ବ୍ୟବସ୍ଥା ଆରମ୍ଭ ହେଲାଣି, ଭର୍ଚୁଆଲ ସବୁ ସୁବିଧା ମିଳୁଛି । ଇ କୋର୍ଟ ବ୍ୟବସ୍ଥା ହାଇକୋର୍ଟ ବେଂଚ ସହ ସମ୍ମାନ ବୋଲି କହିଛନ୍ତି ମେଘୱାଲ । ସେ କହିଛନ୍ତି ଇ କୋର୍ଟ ବ୍ୟବସ୍ଥାରେ ଓଡିଶା ଆଗରେ ଅଛି । ତେଣୁ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ କହିଲେ ମେଘୱାଲ ।

ରାଉରକେଲାରେ ୫ ଜଣିଆ କେନ୍ଦ୍ରୀୟ ଟିମ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking