28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଉପରଷ୍ଟ୍ରପତିଙ୍କ ପ୍ରତି ସମ୍ମାନ ରହିଛି : କଲ୍ୟାଣ

ଉପରଷ୍ଟ୍ରପତିଙ୍କ ପ୍ରତି ସମ୍ମାନ ରହିଛି : କଲ୍ୟାଣ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଧନଖଡଙ୍କୁ ବ୍ୟଙ୍ଗ କରି ଅଭିନୟ ପ୍ରଦର୍ଶନ ଘଟଣା । ପ୍ରତିକ୍ରିୟା ରଖିଲେ ବ୍ୟଙ୍ଗ କରିଥିବା ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ । ଉପରଷ୍ଟ୍ରପତିଙ୍କୁ ଦୁଃଖ ଦେବା ମୋର ଅଭିପ୍ରାୟ ନଥିଲା । କାହାକୁ ଆଘତ ଦେବା ମଧ୍ୟ ମୋ ଉଦ୍ଦେଶ୍ୟ ନଥିଲା । ଉପରାଷ୍ଟ୍ରପତିଙ୍କ ପ୍ରତି ମୋ ମନରେ ସମ୍ମାନ ରହିଛି । ବ୍ୟଙ୍ଗ କରିବା ଏକ କଳା, ମୁଁ ଏହାକୁ ଗମ୍ଭୀରତାର ସହ ନେଇନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking