28.1 C
Bhubaneswar
Friday, October 18, 2024
Homeଓଡିଶାଟ୍ବିନସିଟିରେ ରେକର୍ଡ ଥଣ୍ଡା, ୧୪ ସହରରେ ୧୦ ଡିଗ୍ରୀଠୁ କମ ତାପମାତ୍ରା

ଟ୍ବିନସିଟିରେ ରେକର୍ଡ ଥଣ୍ଡା, ୧୪ ସହରରେ ୧୦ ଡିଗ୍ରୀଠୁ କମ ତାପମାତ୍ରା

ଭୁବନେଶ୍ବର : ଟ୍ବିନସିଟିରେ ରେକର୍ଡ ଥଣ୍ଡା। ଚଳିତ ସିଜିନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ୧୩ ଡିଗ୍ରୀ ଛୁଇଁଛି କଟକ ଓ ଭୁବନେଶ୍ବର ପାରଦ। ୧୪ ସହରରେ ୧୦ଡିଗ୍ରୀଠୁ କମ ରାତ୍ର ତାପମାତ୍ରା ରେକର୍ଡ କରାଯାଇଛି। ୫ ଡିଗ୍ରୀ ପାରଦ ସହ ଜି. ଉଦୟିଗିରି ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ଫୁଲବାଣୀ ୭, କିରେଇ ୭.୫ , ଅନୁଗୋଳ ୮, କୋରାପୁଟ ୮ ଓ ସେମିଳିଗୁଡ଼ାରେ ୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଗତ କିଛି ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ୨୨ରୁ ୨୪ ତାରିଖ ଯାଏ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking