24.1 C
Bhubaneswar
Tuesday, October 22, 2024
Homeଓଡିଶାନକଲି ସୁନା ଶଙ୍ଖ ନାଁରେ ମହାଠକେଇ: ୪ ଗିରଫ

ନକଲି ସୁନା ଶଙ୍ଖ ନାଁରେ ମହାଠକେଇ: ୪ ଗିରଫ

ନବରଙ୍ଗପୁର : ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗରେ ୪ ଗିରଫ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୁଣି ନକଲି ଶଙ୍ଖ ବିକ୍ରି ଅଭିଯୋଗ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଉମରକୋଟ ଥାନା ଏକମ୍ୱା ଗାଁର ପଲ୍ଲବ ନାମକ ଜଣେ ବ୍ୟକ୍ତି ପୁରୀ ଜିଲାର ରାଜେଶ ପଲେଇଙ୍କୁ ଏକ ଶଙ୍ଖ ଦେଖାଇଥିଲା ।

ଏହା ସୁନା କହିବା ସହ ଏହାକୁ ୩ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଚାହୁଁଛି ବୋଲି କହିଥିଲା। ଏନେଇ ରାଜେଶ ତାଙ୍କ ବାପାଙ୍କୁ କହିବା ପରେ ପଲ୍ଲବଙ୍କ ଠାରୁ ସୁନା ଶଙ୍ଖକୁ କିଣିିଥିଲେ ପଲ୍ଲବଙ୍କ ବାପା। ପରେ ପରୀକ୍ଷା କରିବାକୁ ସେହି ଶଙ୍ଖ ସୁନାର ନୁହେଁ ବରଂ ପିତ୍ତଳର ବୋଲି ଜାଣିବା ପରେ ଗତ ନଭେମ୍ବର ୪ରେ ଉମରକୋଟ ଥାନାରେ ଏତଲା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking