28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଭାରତୀୟ ବଂଶୋଦ୍ଭବ ସମୀର ଶାହ ବିବିସି ଅଧ୍ୟକ୍ଷ

ଭାରତୀୟ ବଂଶୋଦ୍ଭବ ସମୀର ଶାହ ବିବିସି ଅଧ୍ୟକ୍ଷ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଡଃ ସମୀର ଶାହ ବିବିସି (ବ୍ରିଟିଶ ବ୍ରଡକାଷ୍ଟିଙ୍ଗ୍ କର୍ପୋସେନ)ର ନୂତନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ବିବାଦୀୟ ରିଚାର୍ଡ ସାର୍ପଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି । ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ସହ ବ୍ୟକ୍ତିଗତ ଆଲୋଚନା ଜଣାପଡିବାପରେ ଏହାର ଯାଞ୍ଚ କରଯାଇ ସାର୍ପଙ୍କୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ କୁହାଯାଇଛି ।

ସୀମରଙ୍କର ଟିଭି ପ୍ରଡକ୍‌ସନ ଓ ସାମ୍ବାଦିକତା କ୍ଷେତ୍ରରେ ୪୦ ବର୍ଷର ଅଭିଜ୍ଞତା ରହିଛି । ୨୦୧୯ରେ ତତ୍କାଳୀନ ବ୍ରିଟିଶ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ସମୀରଙ୍କୁ ସିବିଇ (କମାଣ୍ଡର ଅଫ୍ ଦି ମୋଷ୍ଟ ଏକ୍ସଲେଣ୍ଟ ଅର୍ଡର ଅଫ୍ ଦି ବ୍ରିଟିଶ ଏମ୍ପାୟାର) ପୁରସ୍କାରରେ ସମ୍ମାନିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking