ବ୍ରହ୍ମପୁର : ବ୍ରହ୍ମପୁରର ଏକ ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଏକ ଲଜରେ । ମୃତ ଯୁବତୀ ଜଣକ କେରଳର ଅବଦୁଲ ପରିପାଲିପ ହୋଇଥିବା ସୂଚନା ମିଳିଛି । ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଆସି ଏହି ଲଜରେ ରହୁଥିଲେ । ଘଟଣା ପ୍ରଚାର ହେବା ପରେ ପୁରୁଷ ବନ୍ଧୁ ଫେରାର ହୋଇଯାଇଛନ୍ତି । ସୂଚନା ଅନୁସାରା ଗତ ୧୯ ତାରିଖରେ ମହିଳା ଜଣକ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବ୍ରହ୍ମପୁର ଆଜି ଏକ ଳଜରେ ରହୁଥିଲେ ।