24.1 C
Bhubaneswar
Tuesday, October 22, 2024
Homeଓଡିଶାସମସ୍ତଙ୍କ ପାଇଁ ଦ୍ୱାର ଖୋଲା-ମନମୋହନ

ସମସ୍ତଙ୍କ ପାଇଁ ଦ୍ୱାର ଖୋଲା-ମନମୋହନ

ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗଦେବା ଚର୍ଚ୍ଚା ପ୍ରସଙ୍ଗ । ଚର୍ଚ୍ଚାକୁ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ସମସ୍ତଙ୍କ ପାଇଁ ଆମର ଦ୍ୱାର ଉନ୍ମୁକ୍ତ ରହିଛି ବୋଲି କହିଲେ ମନମୋହନ । ଯେଉଁମାନେ ସାମିଲ ହେବାକୁ ଚାହିଁବେ ଦଳ ବିଚାର କରିବ । ପ୍ରଦୀପଙ୍କ ସାମିଲ ନେଇ ବିଜେଡି ପ୍ରେସମିଟ ପ୍ରସଙ୍ଗରେ ମନ୍ତବ୍ୟ । ଆମ ଦଳକୁ ଯିଏ ଆସିବେ ଆମେ ବିଚାର କରିବୁ, ସେ କଣ କହିବେ?

ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ମନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking