29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶମହୁଆଙ୍କୁ ଟିଏମ୍‌ସି ଜିଲ୍ଲା ସଭାପତି ଦାୟିତ୍ୱ

ମହୁଆଙ୍କୁ ଟିଏମ୍‌ସି ଜିଲ୍ଲା ସଭାପତି ଦାୟିତ୍ୱ

କୋଲକାତା : ଲାଞ୍ଚ ନେଇ ଗୃହରେ ପ୍ରଶ୍ନ ପଚାରୁଥିବାରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୈତ୍ର ବର୍ତ୍ତମାନ ବିବାଦରେ ଛନ୍ଦି ହୋଇପଡିଛନ୍ତି । ଲୋକସଭା ଏଥିକ୍‌ସ କମିଟି ତାଙ୍କର ସାଂସଦ ପଦ ରଦ୍ଦ କରିବାକୁ ସୁପାରିିସ କରିଥିବାବେଳେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଲୋକପାଳ ମଧ୍ୟ ନିର୍ଦ୍ଦେଶ ଦେଇସାରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ମହୁଆଙ୍କୁ କ୍ରିଷ୍ଣନଗର (ନଦିଆ ନର୍ଥ) ଜିଲ୍ଲାର ଟିଏମ୍‌ସି ସଭାପତି ନିଯୁକ୍ତ କରିଛନ୍ତି । ମହୁଆ ଏଥିପାଇଁ ମମତାଙ୍କୁ ଆନ୍ତରିକ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking