29.1 C
Bhubaneswar
Wednesday, October 23, 2024
Homeଓଡିଶାଟନେଲରେ ଫସିଛନ୍ତି ମୟୂଭଞ୍ଜର ୩

ଟନେଲରେ ଫସିଛନ୍ତି ମୟୂଭଞ୍ଜର ୩

ମୟୂଭଞ୍ଜ : ଟନେଲରେ ଫସିରହିଥିବା ୫ଓଡିଆଙ୍କ ମଧ୍ୟରେ ୩ ଜଣ ମୟୂରଭଞ୍ଜର । ଫସି ରହିଛନ୍ତି ବିଶେଶ୍ୱର ନାଏକ , ଧୀରେନ ନାଏକ , ରାଜୁ ନାଏକ । ବିଶେଶ୍ୱର ହେଉଛନ୍ତି ବାଙ୍ଗିରିପୋଷି ଥାନା ଯୋଗିବନ୍ଧ ଗାଁ । ଧୀରେନଙ୍କ ଘର ବାଙ୍ଗିରିପୋଷି ଥାନା ବୁଢାକୁଦର ଗାଁରେ । ଫସିଥିବା ରାଜୁଙ୍କ ତିରିଂ ଥାନା ବଡକଦମ୍ବ ସୂଚନା । ସମସ୍ତେ ସମ୍ପର୍କୀୟ ଏକାଠି ନିର୍ମାଣ କମ୍ପାନୀରେ କାମ କରୁଥିଲେ ।

ଯୌନ କର୍ମୀ ଶବ୍ଦକୁ ହଟାଇଲେ ସୁପ୍ରିମକୋର୍ଟ, ବ୍ୟବହାର ହେବ ଚୋରା ଚାଲାଣ ହୋଇଥିବା ପୀଡ଼ିତା ଶବ୍ଦ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking