32.1 C
Bhubaneswar
Friday, September 20, 2024
Homeଓଡିଶାଦୁଇ ସାହି ଭିତରେ ଗଣ୍ଡଗୋଳରୁ ବୋମାମାଡ଼; ୧୦ ଆହତ, ୪ ଗୁରୁତର

ଦୁଇ ସାହି ଭିତରେ ଗଣ୍ଡଗୋଳରୁ ବୋମାମାଡ଼; ୧୦ ଆହତ, ୪ ଗୁରୁତର

ଆଠଗଡ଼: ଦୁଇ ସାହି ଭିତରେ ଗଣ୍ଡଗୋଳରୁ ବୋମାମାଡ଼ । କଟକ ଜିଲ୍ଲା ଆଠଗଡ଼ ଥାନା ବଡଭୂଇଁ ପଞ୍ଚାୟତରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ସହ ଢେଲାମାଡ କରି ଘରଦ୍ୱାର ଭଙ୍ଗାରୁଜା ହୋଇଛି । ବୋମାମାଡ଼ରେ ୧୦ଜଣ ଆହତ ହୋଇଛନ୍ତି ।

ଏମାନଙ୍କ ଭିତରେ ଗୁରୁତର ହୋଇଛନ୍ତି ୪ ଜଣ । ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ୪ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁଇ ସାହି ଭିତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଜଣାପଡିଛି । ଅଧିକ ଖୋଳତାଡ କରୁଛି ଆଠଗଡ଼ ଥାନା ପୋଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking