31.1 C
Bhubaneswar
Monday, October 21, 2024
Homeଓଡିଶାବସ୍ ଜଳିଯିବା ଘଟଣା: ସ୍ଥାନୀୟ ପ୍ରଶାସନ ତଦନ୍ତ କରୁଛି: ଠାକୁର

ବସ୍ ଜଳିଯିବା ଘଟଣା: ସ୍ଥାନୀୟ ପ୍ରଶାସନ ତଦନ୍ତ କରୁଛି: ଠାକୁର

ଭୁବନେଶ୍ୱର: ବସ୍ ଜଳିଯିବା ଘଟଣାକୁ ନେଇ ପରିବହନ କମିଶନର ଅମିତାଭ ଠାକୁରଙ୍କ ସୂଚନା । ସ୍ଥାନୀୟ ପ୍ରଶାସନ ତଦନ୍ତ କରୁଛି, ପରିବହନ ବିଭାଗ ସହାୟତା କରୁଛି । କାଲି ଆରଟିଓ ଓ ତାଙ୍କ ଟିମ୍ ଯାଇ ଯାତ୍ରୀଙ୍କୁ ନେଇ ଫେରିଛନ୍ତି । ବସ୍‌ରେ ଦହନଶୀଳ ପଦାର୍ଥ ନ ନେଇ ଯିବାକୁ ନିର୍ଦ୍ଦେଶ ରହିଛି ।

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking