29.1 C
Bhubaneswar
Saturday, September 21, 2024
Homeଓଡିଶାଦୁର୍ଘଟଣା ପରେ ଉତ୍ତେଜନା

ଦୁର୍ଘଟଣା ପରେ ଉତ୍ତେଜନା

କଟକ: ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ଉତ୍ତେଜନା ଦେଖାଦେଇଛି । ନୂଆପଡା ଛକରେ ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ କରିଥିବା ବେଳେ ଘଟଣାସ୍ଥଳରେ ମଧୁପାଟଣା ପୋଲିସ ଆସି ତନାଘନା ଆରମ୍ଭ କରିଛି ।

ନବୀନ ଓଡିଶା ପାଇଁ ବଦଳିଲା ପରୀକ୍ଷା ସମୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking