24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଉତ୍ତର ନାଇଜେରିଆରେ ବୁଡିଲା ଡଙ୍ଗା, ୭୦ ରୁ ଅଧିକ ଲୋକ ନିଖୋଜ

ଉତ୍ତର ନାଇଜେରିଆରେ ବୁଡିଲା ଡଙ୍ଗା, ୭୦ ରୁ ଅଧିକ ଲୋକ ନିଖୋଜ

ନାଇଜେରିଆ : ପୁଣି ଡଙ୍ଗା ବୁଡ଼ି ଘଟଣା । ଉତ୍ତର ନାଇଜେରିଆରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ସୋମବାର ୭୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବା ନେଇ ଖବର ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଫ୍ରିକାର ସବୁଠୁ ଅଧିକ ଜନବହୁଳ ଦେଶରେ ବାରମ୍ବାର ଏଭଳି ମାରାତ୍ମକ ଡଙ୍ଗା ଦୁର୍ଘଟଣାର ଦୂଃଖଦ ଖବର ସମ୍ନାକୁ ଆସିଥାଏ ।

ଜାତୀୟ ଜରୁରୀକାଳୀନ ସେବା କହିବା ମୁତାବକ, ଏହି ଡଙ୍ଗାଟି ଶନିବାର ବିଳମ୍ବିତ ରାତିରେ ତାରବା ରାଜ୍ୟର ଆର୍ଦୋ-କୋଲା ଜିଲ୍ଲାର ଏକ ମାଛ ବଜାରରୁ ଫେରୁଥିବା ବ୍ୟବସାୟୀଙ୍କୁ ନେଇ ଯାଉଥିଲାବେଳେ, ନାଇଜେରିଆର ଅନ୍ୟତମ ବୃହତ୍ତମ ବେନୁ ନଦୀରେ ବୁଡ଼ି ଯାଇଥିଲା । ତେବେ ପାଖାପାଖି ୧୦୦ ରୁ ଅଧିକ ଯାତ୍ରୀ ବିମାନରେ ଥିଲେ ଏବଂ ସେମାନଙ୍କ ଭିତରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୧୭ ଟି ମୃତଦେହ ଉଦ୍ଧାର କରାଯାଇଛି । ଏହା ସହିତ ବାକି ୭୩ ଜଣ ନିଖୋଜ ଅଛନ୍ତି ବୋଲି ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମୁଖ୍ୟ ଲଦନ ଆୟୁବା ପ୍ରେସ୍‌କୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking