34.1 C
Bhubaneswar
Friday, October 18, 2024
Homeଓଡିଶାୟୁଜିସି-ଏନ୍‌‌ଇଟି ପରୀକ୍ଷା ଆବେଦନ ଅବଧି ବୃଦ୍ଧି

ୟୁଜିସି-ଏନ୍‌‌ଇଟି ପରୀକ୍ଷା ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର: ନ୍ୟାସ୍‌‌ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଅନୁଦାନ ଆୟୋଗର ନେଟ୍‌‌ ଡିସେମ୍ବର ୨୦୨୩ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନ ଅବଧି ୨୮ତାରିଖ ପର୍ଯ୍ୟନ୍ତ ଥିବା ବେଳେ ତାହା ୩୧ତାରିଖକୁ ବୃଦ୍ଧି କରାଯାଇଥିବା ନେଇ ଏନ୍‌‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆବେଦନ କରିବା ସହିତ ପରୀକ୍ଷା ଫି’ ଦାଖଲ କରିବାକୁ ହେବ। ଆବେଦନ ଫର୍ମରେ ପରିବର୍ତ୍ତନ କରିବା ପାଇଁ ନଭେମ୍ବର ପହିଲାରୁ ୩ ତାରିଖ ମଧ୍ୟରେ ଆବେଦନ କରିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking