32.1 C
Bhubaneswar
Saturday, October 19, 2024
Homeଓଡିଶାଶିଖର ଚଣ୍ଡୀ ବସ୍ତିରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଶିଖର ଚଣ୍ଡୀ ବସ୍ତିରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଶିଖର ଚଣ୍ଡୀ ବସ୍ତିରୁ ଉଦ୍ଧାର ହୋଇଛି ମୃତଦେହ । ଫ୍ୟାନରେ ଝୁଲି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ । ମୃତକ ହେଲେ କଳା ରାହାଙ୍ଗର ପିଣ୍ଟୁ ଜେନା ଓ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଶୁଭସ୍ମିତା ନାୟକ। ଦୁହେଁ କ୍ଲଷ୍ଟର-୩ରେ ଭଡ଼ା ଘରେ ରହୁଥିଲେ। ଆଜି କ୍ୟାପିଟାଲ ହସ୍ପିଟାଲରେ ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଯିବ। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking