25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଶସ୍ତା ବୟାନବାଜି କରୁଛିି ବିଜେଡି: ଗୋଲକ ମହାପାତ୍ର

ଶସ୍ତା ବୟାନବାଜି କରୁଛିି ବିଜେଡି: ଗୋଲକ ମହାପାତ୍ର

ଭୁବନେଶ୍ୱର: ବିଜେଡି ନେତା ଟିକେଟ ପାଇଁ ଗୁଣଗାନ କରାଯାଉଛି ବୋଲି କହି ଗୋଲକ ମହାପାତ୍ର । ଟିକେଟ ପାଇଁ ପାଣ୍ଡିଆନଙ୍କ ଗୁଣଗାନ କରୁଥିବା କହିଲେ ଗୋଲକ ମହାପାତ୍ର । ନିଜ ଚୌକିର ସୁରକ୍ଷା ଏବଂ କୃପା ଦୃଷ୍ଟିରୁ ବିଜେଡି ନେତା ଏଭଳି ବୟାନବାଜି କରୁଥିବା କହିଲେ ଗୋଲକ୍ । ସ୍ୱାର୍ଥ ଚରିତାର୍ଥ ପାଇଁ ଭ,ି ବୟାନବାଜି କରୁଥିବା କହିଛନ୍ଦି ଗୋଲକ ମହାପାତ୍ର ।

ହାର୍ଦ୍ଦିକଙ୍କ ସ୍ଥାନରେ ଅଶ୍ୱିନଙ୍କୁ ଟିମରେ ମିଳିପାରେ ସ୍ଥାନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking