25.1 C
Bhubaneswar
Monday, October 21, 2024
Homeଓଡିଶାଧର୍ମଘଟ ସ୍ଥଗିତ,ପ୍ରତ୍ୟାହୃତ ନୁହେଁ – ବସ୍ ମାଲିକ ସଂଘ

ଧର୍ମଘଟ ସ୍ଥଗିତ,ପ୍ରତ୍ୟାହୃତ ନୁହେଁ – ବସ୍ ମାଲିକ ସଂଘ

ଭୁବନେଶ୍ୱର : ସରକାରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ପ୍ରତିକ୍ରିୟା । ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବନ୍ଦ୍ର ସାହୁଙ୍କ ପ୍ରତିକ୍ରିୟା । କହିଲେ ଆଲୋଚନା ସଫଳ ନୁହେଁ କି ବିଫଳ ନୁହେଁ । ୩୧ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଛି , ପ୍ରତ୍ୟାହୃତ ହୋଇନି । ଆସନ୍ତା ୩୦ରେ ବସିବ ସଂଘର ସଧାରଣ ପରିଷଦ ବୈଠକ । ସଧାରଣ ପରିଷଦ ବୈଠକ ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ।

୩୫ଟି ବସ୍ ଓ ଗୋଟିଏ ଟ୍ରେନ୍‌ରେ ନିଆଁ ଲଗାଇଲେ ଅପରଧୀ ସଙ୍ଗଠନର ଦୁର୍ବୃତ୍ତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking