25.1 C
Bhubaneswar
Monday, October 21, 2024
Homeଓଡିଶାବସ ଧକ୍କାରେ ଜଣେ ମୃତ୍ୟୁ

ବସ ଧକ୍କାରେ ଜଣେ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ଥାନା ଅନ୍ତର୍ଗତ ନଗୁଆ ଛକ ନିକଟରେ ଏକ ବସ ଧକ୍କା ରେ ଜଣକ ର ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଛି l ମୃତକ ବ୍ୟକ୍ତି ଜଣକ ହେଲେ କେନ୍ଦୁଝର ଜିଲ୍ଲାର ରାମ ଚନ୍ଦ୍ର ପୁର ଥାନା ଅନ୍ତର୍ଗତ ଅଙ୍ଗରୁଆ ଗ୍ରାମର ଅନୁଆ ଜେନା ସେ ଏକ ସ୍କୃଟି ରେ ଜଣକ ସହ ବସି କାମ କରିବା ପାଇଁ ଯାଜପୁର ରୋଡ ଆସୁ ଥିଲା l ନାଗୁଆ ଛକ ଠାରେ ସ୍କୃଟି ରୁ ଓଲ୍ଲାଇ ଛେପ ପକାଉ ଥିବା ସମୟ ରେ ଠକୂର ମୁଣ୍ଡା ଭୁବନେଶ୍ୱର ଆସୁ ଥିବା ସାରଥୀ ନାମକ ବସ ଧକ୍କା ମାରି ଥିଲା ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇ ଥିଲା l

ବସ ଟି ଦ୍ରୁତ ଗତି ରେ ପଳାଇ ଆସି ଯାଜପୁର ରୋଡ ଥାନା ରେ ଆତ୍ମ ସମର୍ପଣ କରି ଥିଲା ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ କୁ ଜବଦ କରି ଶବ ବବେଛେଦ ପାଇଁ ଦାନଗଦି ଡାକ୍ତର ଖାନା ପଠାଇ ତଦନ୍ତ ଚଳାଇଛି ମୃତକ ପରିବାର ବସ ର ମାଲିକ ଦେବା ପାଇଁ ଦାବି କରିଛନ୍ତି l ସେ ଜଣେ ଦିନ ମଜୁରିଆ ଯାଜପୁର ରୋଡ ରେ କାମ କରି ପରିବାର ପତିପୋଷଣ କରୁ ଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking