ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ମଦ ପିଇ ଜରିମାନା ଗଣିଲେ ୪୦ ହଜାର । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜରିମାନା କଲା କମିଶନରେଟ ପୋଲିସ । କାଲି ସର୍ବସାଧାରଣ ସ୍ଥାନରେ ମଦ ପିଇବା ବେଳେ ଧରାପଡ଼ିଥିଲେ ୭୮ ଜଣ । ସର୍ବସାଧାରଣ ସ୍ଥାନରେ ସିଗାରେଟ ପିଇ ୧୧ ଶହ ତଣ୍ଡ ଗଣିଲେ ୧୧ ଜଣ । ବେପରୁଆ ଗାଡି ଚଳାଉଥିବା ୬ ଜଣଙ୍କ ଠାରୁ ମଧ୍ୟ ୪୫ଶହ ଟଙ୍କା ଆଦାୟ ।
ବିଜ୍ଞାନ ଆଣିଦେଲା ପ୍ରଥମ ପ୍ରେମ : ‘ଏକ୍ସ’ରେ ଡ. ସଞ୍ଜନା ବଖାଣିଲେ ଅନୁଭୂତି