32.1 C
Bhubaneswar
Monday, October 21, 2024
Homeଓଡିଶାପୂଜା ପେଣ୍ଡାଲକୁ ସତର୍କ ସୂଚନା

ପୂଜା ପେଣ୍ଡାଲକୁ ସତର୍କ ସୂଚନା

ଭୁୁବନେଶ୍ୱର: ପୂଜା ପେଣ୍ଡାଲଗୁଡ଼ିକୁ ସତର୍କ କଲେ ଆଇଏମ୍ଡି ମହାନିଦେ୍ର୍ଦଶକ । ବତ୍ୟା ପ୍ରଭାବ ଜନିତ ବର୍ଷା ଓ ହାଲୁକା ପବନ ନେଇ ସତର୍କ କଲେ । ଉପକୂଳ ଓଡିଶାର ସମୁଦ୍ରକୂଳରେ ଝଙ୍କାରିଆ ପବନ ବହିପାରେ । ପାର୍ବଣ ଋତୁ ଚାଲିଥିବାରୁ ବର୍ଷା ପାଇଁ ଅସୁବିଧା ହୋଇପାରେ । ପୂଜା ମଣ୍ଡପ ଭଲ ତିଆରି ହୋଇ ନଥିଲେ କ୍ଷତି ହୋଇପାରେ । ବର୍ଷା, ପବନ ଯୋଗୁଁ ଦର୍ଶକମାନେ ମଧ୍ୟ ହଇରାଣ ହୋଇପାରନ୍ତି ।

ବିଜ୍ଞାନ ଆଣିଦେଲା ପ୍ରଥମ ପ୍ରେମ : ‘ଏକ୍ସ’ରେ ଡ. ସଞ୍ଜନା ବଖାଣିଲେ ଅନୁଭୂତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking