29.1 C
Bhubaneswar
Tuesday, October 22, 2024
Homeଓଡିଶାପାର୍ବଣରେ ପୁରୀରେ ପ୍ରବଳ ଭିଡ଼: ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି

ପାର୍ବଣରେ ପୁରୀରେ ପ୍ରବଳ ଭିଡ଼: ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି

ପୁରୀ: ପାର୍ବଣରେ ପୁରୀରେ ପ୍ରବଳ ଭିଡ଼ । ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ଆଜି ପୀଠରେ ଦଶମୀ ହୋଇଥିବା ବେଳେ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ନବମୀ ଓ ଦଶମୀ ପ୍ରାୟ ଅନେକ କର୍ମଚାରୀଙ୍କ ଛୁଟି ଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଛି । ବ୍ୟାରିକେଟ୍ ବାହାରେ ମଧ୍ୟ ବଡ଼ ଦାଣ୍ଡରେ ଛିଡ଼ା ହୋଇଛନ୍ତି ଶହ ଶହ ଭକ୍ତ । ଖାଲି ପାଦରେ ଖରାରେ ଛିଡ଼ା ହୋଇଛନ୍ତି ଭକ୍ତ । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking