28.1 C
Bhubaneswar
Wednesday, October 23, 2024
Homeଓଡିଶା୭ କେଜି ଗଂଜେଇ ଜବତ: ୩ ଗିରଫ

୭ କେଜି ଗଂଜେଇ ଜବତ: ୩ ଗିରଫ

ବାଲିଗୁଡା : ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ବାଲିଗୁଡା ପୋଲିସର ଚଢ଼ାଉ l ବାଲିଗୁଡା ଥାନା ମିଡ଼ିଆପାଙ୍ଗା ବ୍ରିଜ ନିକଟରେ ୭ କେଜି ଗଂଜେଇ ଜବତ ସହ ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲିଗୁଡା ପୋଲିସ lଢୋଲ ଭିତରେ ଗଂଜେଇ ରଖି ବ୍ରିଜ ନିକଟରେ ବସକୁ ଅପେକ୍ଷା କରିଥିବା ସମୟରେ ବାଲିଗୁଡା ପୋଲିସ ଚଢ଼ାଉ କରିଥିଲା l ତିନି ଅଭିଯୁକ୍ତ ମହାରାଷ୍ଟ୍ରର ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking