34.1 C
Bhubaneswar
Friday, September 20, 2024
Homeଓଡିଶାମଶାଣିରୁ ଅଜଣା ଶବ ଉଦ୍ଧାର, ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ

ମଶାଣିରୁ ଅଜଣା ଶବ ଉଦ୍ଧାର, ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ

ନବରଙ୍ଗପୁର : ମଶାଣିରୁ ଅଜଣା ଶବ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ସାମ୍ନା ଛତ୍ରବଟ ଶ୍ମାଶନରେ ଅଜଣା ଶବ । ଧଳା କପଡା ଗୁଡା ହୋଇ ପଡିଛି ଶବ । ପଚରା ପଚରି କରିବା ପରେ ମଧ୍ୟ କାହାର ମୃତଦେହ ଜଣାପଡିନି ।ପରେ ପୌରପାଳିକାର ୧୬ ନଂ କାଉନସିଲର ଅମିତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଟାଉନପୋଲିସ କୁ ଖବର ଦେଇଥିଲେ । ମୃତହେଦ ମୁହଁରୁ ରକ୍ତ ବାହାରିଥିାରୁ କିଏ ହତ୍ୟା କରିଦେଇ ମଶାଣିରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୋଲିସ ।

ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳବେକ ଷ୍ଟୋକ୍ସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking