34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶନିପାତ ହେଲା ହମାସ ଟପ୍ କମାଣ୍ଡର ବିଲାଲ, ଇସ୍ଲାମିକ୍ ଜେହାଦ୍ ହେଡକ୍ୱାର୍ଟର ଧ୍ୱଂସ, ଗାଜା ନାଗରିକଙ୍କ...

ନିପାତ ହେଲା ହମାସ ଟପ୍ କମାଣ୍ଡର ବିଲାଲ, ଇସ୍ଲାମିକ୍ ଜେହାଦ୍ ହେଡକ୍ୱାର୍ଟର ଧ୍ୱଂସ, ଗାଜା ନାଗରିକଙ୍କ ସାମ୍ନାରେ ଜନ୍ମ ମୃତ୍ୟୁର ପ୍ରଶ୍ନ

ନୂଆଦିଲ୍ଲୀ: ଇସ୍ରାଏଲ ବାୟୁସେନା ଶନିବାର ରାତିରେ ଏୟାର ଷ୍ଟ୍ରାଇକ୍ କରି ହମାସର ଟପ୍ କମାଣ୍ଡର ବିଲାଲ ଅଲ କଦରାକୁ ହତ୍ୟା କରିଛି । ବିଲାଲ ଦକ୍ଷିଣ ଖାନ୍ ୟୁନିସ୍ ବାଟାଲିୟନରଟପ୍ କମାଣ୍ଡର ଥିଲା ଏବଂ ଇସ୍ରାଏଲରେ ପଶି ଲୋକଙ୍କ ହତ୍ୟା କରିବାରେ ସାମିଲ ଥିଲା । ଏହା ବ୍ୟତୀତ ଇସ୍ରାଏଲ ଫୋର୍ସ ଇସ୍ଲାମିକ ଜେହାଦର ହେଡକ୍ୱାର୍ଟରକୁ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଛନ୍ତି ।
କହିରଖୁଁ, ହମାସ ସହ ଯୁଦ୍ଧ ଭିତରେ ପାଲେଷ୍ଟାଇନ ନାଗରିକ ଉତ୍ତର ଗାଜାକୁ ସ୍ଥାନାନ୍ତର ହୋଇଯିବାକୁ ୨୪ ଘଣ୍ଟାର ମୋହଲତ ଦେଇଛି ଇସ୍ରାଏଲ । ଗାଜାର ଲୋକେ ଜୀବନ ବଞ୍ଚାଇବାକୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ କୁହାଯାଇଛି । ଇସ୍ରାଏଲର ଚେତାବନୀ ଭିତରେ ଗାଜାର ଲୋକଙ୍କ ଆଗରେ ଜୀବନ ମରଣ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking