25.1 C
Bhubaneswar
Thursday, October 24, 2024
Homeଦେଶ ବିଦେଶଏଲଆଇସିକୁ ୩୬,୮୪୪ ଟଙ୍କା ଜୋରିମାନା

ଏଲଆଇସିକୁ ୩୬,୮୪୪ ଟଙ୍କା ଜୋରିମାନା

ନୂଆଦିଲ୍ଲୀ : ଜିଏସ୍‌ଟି କର୍ତ୍ତୃପକ୍ଷ ଏଲଆଇସି (ଭାରତୀୟ ଜୀବନ ବୀମା କର୍ପୋରେସନ) ବିରୋଧରେ ୩୬,୮୪୪ ଟଙ୍କାର ଜୋରିମାନା ଲାଗୁ କରିଥିବା ଜଣାପଡିଛି । ପ୍ରସ୍ତାବିତ ୧୮ ପ୍ରତିଶତ ପରିବର୍ତ୍ତେ ଜମ୍ମୁ କଶ୍ମୀରର ଶ୍ରୀନଗରସ୍ଥିତ ଏଲଆଇସି କାର୍ଯ୍ୟାଳୟ ୧୨ ପ୍ରତିଶତ ହାରରେ ଜିଏସ୍‌ଟି ଦାଖଲ କରିଥିବା କୁହାଯାଇଛି । ତେଣୁ ଅବଶିଷ୍ଟ ୬ ପ୍ରତିଶତ ଏବଂ ସୁଧକୁ ମିଶାଇ ୩୬,୮୪୪ ଟଙ୍କା (ଜିଏସ୍‌ଟି-୧୦,୪୬୨, ଜୋରିମାନା-୨୦,୦୦୦ ଏବଂ ସୁଧ-୬୩୮୨) ଦାଖଲ କରିବାକୁ ଏଲଆଇସିକୁ ନିର୍ଦ୍ଦେଶ ଦିଆଯାଇଛି ।

ଆରଜେଡି ସାଂସଦଙ୍କ ଘରେ ଆୟକର ଚଢଉ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking