29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶମହମ୍ମଦ ମୁଇଜୁ ମାଳଦୀପର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ

ମହମ୍ମଦ ମୁଇଜୁ ମାଳଦୀପର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ

ନୁଆଦିଲ୍ଲୀ :  ଡକ୍ଟର ମହମ୍ମଦ ମୁଇଜୁ ମାଳଦୀପର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ମତଦାନରେ ସେ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ବର୍ତ୍ତମାନର ରାଷ୍ଟ୍ରପତି ଇବ୍ରାହିମ୍‌‌ ମହମ୍ମଦ ସୋଲିହ୍‌‌ଙ୍କୁ ପରାସ୍ତ କରିଛନ୍ତି। ବିରୋଧୀ ପିପିଏମ୍‌‌-ପିଏମ୍‌‌ସିର ପ୍ରାର୍ଥୀ ଶ୍ରୀ ମୋଇଜୁଙ୍କୁ ୫୪ ପ୍ରତିଶତ ଭୋଟ୍‌‌ ମିଳିଥିବା ବେଳେ ଏମ୍‌‌ଡିପିର ଶ୍ରୀ ସୋଲିହ୍‌‌ଙ୍କୁ ୪୬ ପ୍ରତିଶତ ଭୋଟ୍‌‌ ମିଳିଥିଲା । ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking