29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଏସୀୟ କ୍ରୀଡ଼ା :ଭାରତକୁ ୧ ସ୍ୱର୍ଣ୍ଣ ଓ ୨ ରୌପ୍ୟ

ଏସୀୟ କ୍ରୀଡ଼ା :ଭାରତକୁ ୧ ସ୍ୱର୍ଣ୍ଣ ଓ ୨ ରୌପ୍ୟ

ହ୍ବାଙ୍ଗଝୋ : ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତ ରବିବାର ସକାଳୁ ୩ଟି ପଦକ ଜିତିଛି । ସୁଟିଂରେ ୨ଟି ଓ ଗଲ୍ଫରେ ଗୋଟିଏ ପଦକ ଜିତିଛି। ଫଳରେ ଭାରତର ମୋଟ ପଦକ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଭାରତ ଏ ପର୍ଯ୍ୟନ୍ତ ୧୧ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୧୪ ବ୍ରୋଞ୍ଜ ସହ ପଦକ ତାଲିକାର ୪ର୍ଥ ସ୍ଥାନରେ ରହିଛି ।

ରବିବାର ସୁଟିଂରେ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛି । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ଭାରତ ଏହି ସ୍ୱର୍ଣ୍ଣ ପଦକ ଜିତିଛି। ସେହିପରି ମହିଳା  ଟ୍ରାପ୍ ଟିମ୍ ଇଭେଣ୍ଟରେ ମଧ୍ୟ ଭାରତ ରୌପ୍ୟ ପଦକ ଜିତିଛି ।

ଅନ୍ୟପକ୍ଷରେ ମହିଳା ଗଲ୍ଫରେ ଅଦିତି ଅଶୋକ ରୌପ୍ୟ ଜିତିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ​ସେ ଏସିଆଡ୍‌ରେ ପଦକ ଜିତିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking