28.1 C
Bhubaneswar
Thursday, September 19, 2024
Homeଓଡିଶାହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର

ହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର

ହୀରାକୁଦ : ହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ସର୍ବମୋଟ ୪ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୭୧ ଫୁଟ ରହିଛି। ବାମ ପାର୍ଶ୍ଵରେ ୩ଟି ଓ ଡାହାଣ ପାର୍ଶ୍ଵରେ ୧ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି।

ପ୍ରତିସେକେଣ୍ଡ ୧ ଲକ୍ଷ ୫୬ ହଜାର ୬୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୬ ହଜାର ୪୭୩ କ୍ୟୁସେକ  ଜଳ ନିଷ୍କାସନ ହେଉଛି। ଆଗକୁ ଜଳସ୍ତର ବଢିଲେ ଆଉ ଗେଟ ଖୋଲାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking