25.1 C
Bhubaneswar
Monday, October 21, 2024
Homeଓଡିଶାବିଜେପି ଗୃହ ଚଳାଇ ଦେଉନି: ପ୍ରଶାନ୍ତ

ବିଜେପି ଗୃହ ଚଳାଇ ଦେଉନି: ପ୍ରଶାନ୍ତ

ଭୁବନେଶ୍ୱର: ଗୃହ ଅଚଳ ନେଇ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରତିକ୍ରିୟା । ବିଜେପି ଗୃହ ଚଳାଇ ଦେଉନି, ଅତି ଦୁର୍ଭାଗ୍ୟଜନକ କଥା । ଗୃହ ପରିଚାଳରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ଏବଂ ଗୃହ ଚାଲିବା ନେନଇ ମଧ୍ୟ ଆଶା କରାଯାଉଛି ।

ବିଜେପି-କଂଗ୍ରେସ ଆରୋପ- ପ୍ରତ୍ୟାରୋପ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking