28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶକରୋନା ଠାରୁ ଆହୁରି ଭୟଙ୍କର ମହାମାରୀ ଆସୁଛି, ପୁଣି ଥରେ ସାରା ବିଶ୍ବକୁ ଗ୍ରାସିବ !

କରୋନା ଠାରୁ ଆହୁରି ଭୟଙ୍କର ମହାମାରୀ ଆସୁଛି, ପୁଣି ଥରେ ସାରା ବିଶ୍ବକୁ ଗ୍ରାସିବ !

ନୂଆଦିଲ୍ଲୀ: କରୋନା ପରେ କରୋନା ଠାରୁ ଆହୁରି ଭୟଙ୍କର ମହାମାରୀ ଆସୁଛି । ପୁଣି ଥରେ ସାରା ବିଶ୍ବକୁ ଗ୍ରାସିବ ! ଗୋଟିଏ ନୁହେଁ ୨୦ଟି ଭାଇରସର ଭୟ ରହିଛି ବିଶ୍ବକୁ । ଚୀନର ଜଣେ ବରିଷ୍ଠ ବୈଜ୍ଞାନିକ ଏଭଳି ଦାବି ଉଠାଇବା ସହ ଚେତାବନୀ ଦେଇଛନ୍ତି । ଚାଇନାର ଉହାନ ଲ୍ୟାବ ସହ ଜଡିତ ଭାଇରୋଲୋଜିଷ୍ଟ ଶି ଜେଙ୍ଗଲି କହିଛନ୍ତି ଯେ ପୃଥିବୀ ଆଉ ଏକ ଭୟଙ୍କର ମହାମାରୀର ସାମନା କରିବାକୁ ଯାଉଛି । ଶି ଜେଙ୍ଗଲି କହିଛନ୍ତି ତାଙ୍କ ଟିମ ଦ୍ବାରା ଉହାନ ଲ୍ୟାବରେ ହୋଇଥିବା ପରୀକ୍ଷାରୁ ୪୦ ନମୁନା ମଧ୍ୟରୁ ୨୦ ଟିରେ ବିପଦଜନକ ଭାଇରସର ସନ୍ଧାନ ହୋଇଛି ।

ଯାହାକୁ ନେଇ ଦକ୍ଷିଣ ଚାଇନା ମର୍ନିଂ ପୋଷ୍ଟର ଏକ ରିପୋର୍ଟ ଏହି ମାରାତ୍ମକ ଭାଇରସ ବାବଦରେ ଉଲ୍ଲେଖ କରିଛି । ଯେଉଁଥିରେ କରୋନା ପରି ଅବା ଏହାଠୁ ବଳି ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ । ବାଦୁଡି, ମୂଷା, ବିଲେଇ, ପାଙ୍ଗୋଲିନ ଦ୍ବାରା ସହଜରେ ମଣିଷକୁ ବ୍ୟାପି ପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking