32.1 C
Bhubaneswar
Saturday, September 21, 2024
Homeଓଡିଶାନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ସମ୍ବଲପୁର: ନୂଆଁଖାଇ ପାଇଁ ଚଳଚଞ୍ଚଳ ହେଲାଣି ପଶ୍ଚିମ ଓଡ଼ିଶା। ନୂଆଁଖାଇ ପାଇଁ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଆଜି ପହଞ୍ଚିବ ନୂଆଁଧାନ। ମାଙ୍କ ମନ୍ଦିରରେ ନୂଆଁଧାନ ପହଞ୍ଚିବ । ଯାହାକୁ ଗ୍ରହଣ କରିବେ ପୂଜକ । ନୂଆଁଧାନରୁ ପ୍ରସ୍ତୁତ ଚାଉଳକୁ ନୂଆଁଖାଇ ଦିନ ମାଁ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଏହାପରେ ପଶ୍ଚିମ ଓଡ଼ିଶାରେ ଘରେ ଘରେ ନୂଆଁ ଖାଇବାର ପରମ୍ପରା ରହିଛି। ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଜମିଲାଣି ମାର୍କେଟ୍।

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking