ଭୁବନେଶ୍ୱର : ବିଜେଡି ବିଧାୟକ , ସାଂସଦଙ୍କୁ ଆହ୍ୱାନ ଦେଲେ ସାଂସଦ ଅପରାଜିତା | ସାଂସଦ, ବିଧାୟକ, ମନ୍ତ୍ରୀମାନେ ଆତ୍ମଚିନ୍ତନ କରନ୍ତୁ ବୋଲି କହିଲେ ଅପରାଜିତା | ବିଜେଡି ସାଂସଦ, ବିଧାୟକ, ମନ୍ତ୍ରୀମାନେ ଏବେ କେଉଁଠି ଅଛନ୍ତି | ସେମାନେ ଆତ୍ମଚିନ୍ତନ କରନ୍ତୁ , ଆତ୍ମସମ୍ମାନ ନରହିଲେ କଣ ଆଉ ରହିଲା | ୨୩ ବର୍ଷ ଶାସନ କଲା ପରେ ବି ମୁଖମନ୍ତ୍ରୀ କାହାକୁ ବିଶ୍ୱାସ କଲେନି | ଜଣେ ନିମ୍ନ ପଦସ୍ଥ ସରକାରୀ କର୍ମଚାରୀ ଉପରେ କାହିଁକି ଏତେ ବିଶ୍ୱାସ | ଟିକେ ଆତ୍ମସମ୍ମାନ ରଖନ୍ତୁ , ଯିଏ ଠିକ କହୁଛି ତା ସହ ଠିଆ ହୁଅନ୍ତୁ |