28.1 C
Bhubaneswar
Monday, October 21, 2024
Homeଓଡିଶାଛାତ୍ରୀଙ୍କୁ ନିର୍ଯାତନା ଘଟଣା : ସରକାରୀ ପ୍ରଫେସର ନିଲମ୍ବିତ

ଛାତ୍ରୀଙ୍କୁ ନିର୍ଯାତନା ଘଟଣା : ସରକାରୀ ପ୍ରଫେସର ନିଲମ୍ବିତ

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ଛାତ୍ରୀଙ୍କୁ ନିର୍ଯାତନା ଘଟଣା | ଓଡ଼ିଆ ବିଭାଗର ସଂପୃକ୍ତ ସହକାରୀ ପ୍ରଫେସର ନିଲମ୍ବିତ | ନିଲମ୍ବନ ନେଇ କୁଳସଚିବ ନୃପରାଜ ସାହୁଙ୍କ ସୂଚନା | ପିଡୀତାଙ୍କ ଲିଖିତ ଅଭିଯୋଗ ଆଧାରରେ ନିଲମ୍ବନ କଲେ କର୍ତ୍ତୃପକ୍ଷ |

ଭିଏଲଟିଡି ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ ଏସଟିଏ ପକ୍ଷରୁ ନୋଟିସ ଜାରି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking