ନୂଆଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ | ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ପହଞ୍ଚିଲେ ସୁନକ | ଦିଲ୍ଲୀ ବିମାନ ବନ୍ଦରରେ ସୁନକଙ୍କୁ ଭବ୍ୟ ସ୍ୱାଗତ | ବ୍ରିଟେନ ପ୍ରଧାନମନ୍ତ୍ରୀ ହେବ ପରେ ପ୍ରଥମ ଥର ଭାରତ ଆସିଲେ ସୁନକ | ସନ୍ଧ୍ୟାରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ବାଇଡେନ |